ଗେ।ଚର ଜମିରେ ପ୍ଳାଣ୍ଟ ନିର୍ମାଣ ବନ୍ଦ ପାଇଁ ଜିଲାପାଳଙ୍କ ଠାରେ ଦାବି କଲା ଚାଷୀ ସୁରକ୍ଷା ଅଭିଯାନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) : ଗେ। ବଂଶର ସମୃଦ୍ଧି ନିମନ୍ତେ ଅ।ବହମାନ କାଳରୁ ସବୁ ଗ୍ରାମମାନଙ୍କରେ ଗେ।ଚର ଜମି ରହିଅ।ସିଛି । ଅପରପକ୍ଷରେ ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତର ପଳାସି ଗ୍ରାମରେ ଥିବା ଗେ।ଚର ଜମିରେ ବ୍ଲକ ପ୍ରଶାସନ ପକ୍ଷରୁ ବେଅ।ଇନ ଭାବେ ଏକ ବଜର୍‌ୟବସ୍ତୁ ପ୍ଲାଣ୍ଟ ନିର୍ମାଣ କରାଯାଉଥିବାର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତେ।ଷ ଦେଖାଦେଇଛି । ଏହା ବେଅ।ଇନ ଦର୍ଶାଇ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଅ।ବାହକ ରବି ରଥ ଜିଲ୍ଲାପାଳଙ୍କ ଦୃଷ୍ଟି ଅ।କର୍ଷଣ କରିଛନ୍ତି । ପ୍ରକାଶଥାଉକି, ଏହି ଗେ।ଚର ଜମିର ଖାତା ନଂ-୩୧୧ ଓ ପ୍ଲଟ ନଂ ୧୪୫୦/୧ ହେ।ଇଥିବା ବେଳେ କୌଣସି ଗେ।ଚର ଜମିରେ ନିର୍ମାଣ କାମ କରିବା ଅ।ଇନ ବିରେ।ଧୀ କାଯର୍‌ୟ ବେ।ଲି ସୁପ୍ରିମକେ।ର୍ଟର ନିର୍ଦ୍ଦେଶନାମା ରହିଥିବା ବେଳେ ଏହା କିପରି କରାଯାଉଛି ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଅ।ବାହକ ରଥ ଦାବି କରିଛନ୍ତି । ପୂର୍ବରୁ ଏ ସମ୍ପର୍କରେ ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ ଉପରେ।କ୍ତ ବେଅ।ଇନ ନିର୍ମାଣ କାଯର୍‌ୟ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଅ।କର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଅ।ଯାଇନାହିଁ । ସୁପ୍ରିମକେ।ର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ଗେ।ଚର ଜମିର କିସମ ଅ।ଦୌ ପରିବର୍ତ୍ତନ କରାଯାଇପାରିବ ନାହିଁ । ତେଣୁ ଏଠାରେ କୌଣସି ନିର୍ମାଣ କାଯର୍‌ୟ ନିଷିଦ୍ଧ ଅଟେ । ଏହା ସତ୍ତ୍ୱେ ସୁପ୍ରିମକେ।ର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ପଳାସି ଗ୍ରାମରେ ବେଅ।ଇନ ବଜର୍‌ୟବସ୍ତୁ ପ୍ଳାଣ୍ଟ ନିର୍ମାଣ କରାଯାଉଥିବାରୁ ଚାଷୀ ସୁରକ୍ଷା ଅଭିଯାନ ଅ।ବାହକ ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ ଛତ୍ରପୁର, ହିଞ୍ଜିଳିକାଟୁ ବିଡିଓ ଏବଂ ତହସିଲଦାରଙ୍କ ଦୃଷ୍ଟି ଅ।କର୍ଷଣ କରିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଚାଷୀ ସଂଗଠନ ପକ୍ଷରୁ ବ୍ୟାପକ ଅ।ନ୍ଦେ।ଳନ କରାଯିବ ବେ।ଲି ଚେତାବନୀ ଦିଅ।ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ