ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନରେ ‘ଗଛ ମଣିଷ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସାହିତ୍ୟିକ, ପରିବେଶବିତ୍‌, କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଓ ଖୋରଧାର ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନ ଅବସରରେ ତାଙ୍କ

Read more

ସ୍କାଉଟସ୍ ଗାଇଡସ୍ ତରଫରୁ ଅଶୋକାଷ୍ଟମୀ ସେବା ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଭଳି ଏ ବର୍ଷ

Read more

ୱାର୍ଡ଼ ନଂ୨୮ ଭୁବନେଶ୍ୱର ମଧ୍ୟରେ ପଦଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଜେପିବିଧାୟକ ପ୍ରାର୍ଥୀଜଗନ୍ନାଥ ପ୍ରଧାନଙ୍କନେତୃତ୍ୱରେୱାର୍ଡ଼ ନଂ ୨୮ ଭୁବନେଶ୍ୱରମଧ୍ୟର ଆଚାର୍ଯ୍ୟ ବିହାର ଓ ସାଇନ୍ସ ପାର୍କସାହିରେବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେସମାଜସେବୀବିବେକାନନ୍ଦ ବାରିକଯୋଗଦାନ କରିଥିଲେ

Read more

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସେଣ୍ଟର ଫର୍ ପୋଷ୍ଟ ଗ୍ରାଜୁଏଟ ଷ୍ଟଡିଜ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଶ୍ୱବିଦ୍ୟାଳୟ

Read more

ଅଲ୍ ଓଡ଼ିଶା ରଜକ ମହାସଂଘ ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଲ ଓଡ଼ିଶା ରଜକ ମହାସଂଘ ତରଫରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କର ୧୩୩ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

Read more

ଉତ୍କଳର କଳା, ସଂସ୍କୃତି, ଐତିହ୍ୟ ବିଶ୍ୱର ଶ୍ରେଷ୍ଠ ଓ ଅନନ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ ନମାମୀ ମନ୍ଦାକିନୀ, ଓଡ଼ିଶା ନାଗରିକ ମହାମଞ୍ଚ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ

Read more

ଅନ୍ଧାରୁଆ ଗ୍ରାମରେ ପାଳିତ ହେଲା ଝାମୁଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମରେ ବାପୁଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ଚୈତ୍ର ପର୍ବ ଝାମୁଯାତ୍ରା | ଆଜି ସକାଳୁ ଗ୍ରାମ

Read more

‘ୱାର୍ଲ୍ଡ ଆର୍ଟ ଡେ’

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କଳା ଇତିହାସର ସର୍ବଶ୍ରେଷ୍ଠ ଚିତ୍ରକାର ତଥା ବୈଜ୍ଞାନିକ, ଗଣିତଜ୍ଞ, ଉଦ୍ଭାବକ, ସ୍ଥପତି, ଇଂଜିନିୟର, ଲେଖକ ଲିଓନାର୍ଡୋ ଦା ଭିନ୍ସଙ୍କ ଜନ୍ମଦିନ ସ୍ମୃତିରେ ପ୍ରତିବର୍ଷ ଅପ୍ରେଲ୍

Read more

ମାଙ୍କ ଝାମୁଯାତ୍ର ଡେଲାଙ୍ଗରେ ଅନୁଷ୍ଠିତ

ଖୋର୍ଦ୍ଧା, ୱାଏନଏସ):ଡେଲାଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି ମେରୁ ଉତ୍ସବ ବା ମା’ଙ୍କ ଦଣ୍ଡଯାତ୍ରା । ଘୋରଡ଼ିଆର ମା’ ଚର୍ଚ୍ଚିକା, ସୁଜନପୁର ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’

Read more

ପ୍ରଦ୍ୟୁମ୍ନ ଶତପଥୀ ଙ୍କ ଗସ୍ତ କାର୍ଯକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗାମୀ ଏପ୍ରିଲ ୧୫ ତାରିଖ ଅପରାହ୍ନ୫ଘଟିକା ସମୟରେ ଓଡ଼ିଶା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଙ୍କ

Read more

Advertisement

ଏବେ ଏବେ