ଅଟୋ ଚଳକଙ୍କ ଆକସ୍ମିକ ମୃତ୍ୟୁ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ରେଲୱେ ଫାଟକ ନିକଟରେ ଏକ ଅଟୋ ଚାଳକ ଯାହାଙ୍କ ନାମ ଗଙ୍ଗା ରାଓ ବୟସ ପ୍ରାୟ ୫୨ ବର୍ଷ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ କାଡୁମୁ କଲୋନୀ ନିବାସୀ ଙ୍କ ଆକସ୍ମିକ ମୃତ୍ୟ ହୋଇଥିଲା. ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ପରେ ଡକ୍ଟର ହୃଦଘାତରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ