ଆସନ୍ତା ମାଘ ପୃର୍ଣ୍ଣମା ଠାରୁ ମା ପାଣ୍ଡ ବାସୁଣୀଙ୍କ ବାର୍ଷିକ ଯାନୀ ଯାତ୍ରା ଅନୁଷ୍ଠିତ ହେବ

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଆସନ୍ତା ମାଘ ମାସ ପୃର୍ଣ୍ଣମା ଠାରୁ ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ନିକଟସ୍ଥ ଆୟତ ପୁର ଗ୍ରାମ ର ଆର ର୍ଦ୍ଧ୍ୟ ଗ୍ରାମ ଦେବୀ ମା ପାଣ୍ଡବା ସୁଣୀ ଙ୍କ ବର୍ଷିକ ଯାନୀ ଯାତ୍ରା ଅନୁଷ୍ଠିତ ହେବ l ଚଳିତ ବର୍ଷ ଜୋତିଶ ବିଦ୍ୟା ଖଡ଼ି ପାଠ ଅନୁଯାଇ ମାଙ୍କ ଆଜ୍ଞାମାଳ ନୀତି କାନ୍ତି ହେବ l ଏହି ଆଜ୍ଞାମାଳ ମାଘ ପୃର୍ଣ୍ଣମା ପୂର୍ଵ ରାତ୍ରି ରୁ ମାଙ୍କ ପୀଠ ରେ ଆଜ୍ଞାମାଳ ହେବ ତାପର ଦିନ ଗ୍ରାମକୁ କାଠି ଠାକୁରାଣୀ ରୂପେ ମା ଙ୍କୁ ଅଣାଯାଇ ସକାଳ ର ଦୋଳ ଭୋଗ ଖିଆ ନୀତି କାନ୍ତି ଅନୁଷ୍ଠିତ ହେବ l ଏହି ଯାନୀ ଯାତ୍ରା ଚାରିଦିନ ଧରି ଉକ୍ତ ଗ୍ରାମ ରେ ଅନୁଷ୍ଠିତ ହେବ ବୋଲି ଗ୍ରାମ ସୂତ୍ରରୁ ପ୍ରକାଶ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ