ଆସ୍ପାୟାର ପକ୍ଷରୁ ପନ୍ଦାଡୋ ଗ୍ରାମପଞ୍ଚାୟତରେ ଶିଶୁ ସୁରକ୍ଷା ସମିତି ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ଆସ୍ପାୟାର ପକ୍ଷରୁ ପନ୍ଦାଡୋ ଗ୍ରାମପଞ୍ଚାୟତରେ ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ୱାର୍ଡ ମେମ୍ବର, ଏସଏଚଜି ମହିଳାଙ୍କ ସମେତ ବହୁ ସମାଜସେବୀ ଯୋଗଦେଇଥିଲେ l ଆସ୍ପାୟାର ଏନ ଜି ଓ ର ଗୋଷ୍ଠୀ ସଂଯୋଜକ ଅମ୍ଳାନ କୁମାର ଜେନା ଶିଶୁ ଅଧିକାର ସୁରକ୍ଷା ସମିତି ର କାର୍ଯ୍ୟ ଓ ଦାୟିତ୍ୱ ସମ୍ପର୍କରେ ସମସ୍ତଙ୍କୁ ସମସ୍ତଙ୍କୁ ତାଲିମ ଦେଇଥିଲେ l ଆସ୍ପାୟାର ସ୍ବେଛାସେବୀ ସ୍ବର୍ଣ୍ଣପ୍ରିୟା ତ୍ରିପାଠୀ, ରୁଦ୍ରନାରାୟଣ ଜେନା, ଆଲୋକ ନାୟକ, ପ୍ରାଚୀ ପୁରଭି ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକୁ ସଫଳ ରୂପାୟନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ