କୁକୁଡାଖଣ୍ଡିରେ ରକ୍ତଦାନ ଶିବିର ଅନୁଷ୍ଠିତ

କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):କୁକୁଡାଖଣ୍ଡି ପଂଚାୟତ ଗୃହରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ! ଏହି ଶିବିର ରେ ମୁଖ୍ୟ ଅତିଥି ରୂପେ ସନଖେମୁଣ୍ଡି ବିଧାୟକ ରମେଶ ଜେନା ଉପସ୍ଥିତ ହୋଇ ଶୁଭାରମ୍ଭ କରିଥିବା ବେଳେ କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ, ଦିଗପହଣ୍ଡି ଏନଏସି ଅଧକ୍ଷ ପ୍ରଫୁଲ ପଣ୍ଡା, ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଶାଖା ପରିଚାଳିକା ମନୀଷା ଜେନା, କୁକୁଡାଖଣ୍ଡି ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଅଧକ୍ଷ ବିଭୁ ପ୍ରସାଦ ପାତ୍ର, ସମାଜ ସେବୀ ପି. ଶିବ ପ୍ରସାଦ ଦୋରା, ଅଜିତ ପାତ୍ର, ଅଶୋକ ଦଳାଇ, ମଧୁମିତା ପାଢ଼ୀ, ଦୀପକ ମିଶ୍ର, ଦିଗପହଣ୍ଡି ଯୁବ ରାଜ ଶ୍ରୀଧର ଦିଓ ଅଦଳ ଭରତ, ଏ. ରୋଶନ, ପ୍ରମୁଖ ଉପସ୍ଥିତ ଥିଲେ. ଏହି ଶିବିର ରେ 40 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା କାର୍ଯ୍ୟକର୍ତା ଇପିଲି ପୁର୍ଣ ସୂଚନା ଦେଇଥିବାବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାର ର କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ