ଖୋର୍ଦ୍ଧା ଜିଲ୍ଲା ମକର ସଙ୍କରାନ୍ତି ଅବସର ବିଭିନ୍ନସ୍ଥାନ ମକର ସଂକ୍ରାନ୍ତି ପାଳିତ

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଖୋର୍ଦ୍ଧା ଜିଲ୍ଲା ରେ ମକର ସଂକ୍ରାନ୍ତି ଅବସର ରେ ବିଭିନ୍ନ ମନ୍ଦିର ରେ ସଖାଳୁ ଭକ୍ତଙ୍କ ଭିଡ଼ ଦେଖିବା କୁ ମିଳିଛି ଶ୍ରଦ୍ଧାଳୁ ମାନେ ସକାଳୁ ବିଭିନ୍ନ ମନ୍ଦିର ଯାଇ ପୂଜା ଆର୍ଚନା କରିଛନ୍ତି lଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଲିଯାଇଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଆଜି ଭୋରରୁ ବଡକୁଳ, ବାଲୁଗାଁ, ସୋରଣ, ଆଦି ଚିଲିକା କୂଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଚୁଟିଛି। ଏଥିପାଇଁ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ସେହି ପରି ବାଣପୁର ବ୍ଲକ ର ନୀଳାଦ୍ରିପ୍ରସାଦ ନିକ ମା ବୀରଯାଇ ଙ୍କ ପୀଠ ରେ ମକର ସଂକ୍ରାନ୍ତି ପାଳିତ ହୋଇଛି l ଗମ୍ଭାରୀମୁଣ୍ଡା ଠାରେ ବାବା ଆଖଣ୍ଡଳୀ ଦେବଙ୍କ ମନ୍ଦିର ରେ ମଧ୍ୟ ମକର ମେଳା ଅନୁଷ୍ଠିତ ହୋଇଛି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ