ଗଞ୍ଜାମ ମହାବିଦ୍ୟାଳୟର ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିର

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦଉଚ୍ଚ ପ୍ରଥମିକ ବିଦ୍ୟାଳୟ ଠାରେ ସପ୍ତାହ ବ୍ୟାପି ଶୀତକାଳୀନ ଜାତୀୟ ସେବା ଯୋଜନା ଶିବିର ଆରମ୍ବ ହୋଇଯାଇଛି l ଗଞ୍ଜାମ ମହାବିଦ୍ୟାଳୟ ଆନୁକୂଲ୍ୟରେ ଏବଂ ପ୍ରୋଗ୍ରାମ ଅଫିସର ଡ଼. ସୁଶାନ୍ତ କୁମାର ସେଠୀଙ୍କ ତତ୍ୱାବଧାନରେ
socio- economic survey କାର୍ଯ୍ୟକର୍ମ ର ପୋଷ୍ୟ ଗ୍ରାମ ପାଳିବନ୍ଧ ରେ ସମ୍ପାଦନ କରାଯାଇଛି। ଆଜି ଗଂଜାମ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ସୀମାଞ୍ଚଳ ଭୋଳ,advisory committee ସଦସ୍ୟ ସମାଜସେବି . ମଙ୍ଗରାଜ ପଣ୍ଡା ଏବଂ ଶିକ୍ଷାବିତ . ନିରଞ୍ଜନ ମହାପାତ୍ର ଏବଂ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ମାନେ ଯୋଗ ଦେଇ ସ୍ୱେଛାସେବୀ ମାନଙ୍କୁ ଉତ୍ସହିତ କରିଥିଲେ। ଆଜି ସ୍ୱଚ୍ଛାସେଵୀ ମାନେ ଗ୍ରାମର ଘର ଘର ବୁଲି ଲୋକଙ୍କୁ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ପ୍ରଥମ ଦିବସରେ ବିଦ୍ୟାଳୟ ପରିସର ସଫା କରିଥିବା ବେଳେ, ଦ୍ୱିତୀୟ ଦିବସରେ ଶିଶୁକନ୍ୟା ଭୃଣ ହତ୍ୟା ବିରୋଧରେ ଗ୍ରାମରେ ବୁଲି ଲୋକଙ୍କୁ ସଚେତନତା କରିଥିଲେ ସମସ୍ତ ସ୍ୱେଛାସେବୀ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ