ଚୋରା କାଠ ଅଟୋ ଜବତ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରା ଙ୍କ ନିର୍ଦେଶ କ୍ରମେ ଆଗକୁ କାଶୀନଗର ତଥା ଏହାର ଆଖ ପାଖ ଅଞ୍ଚଳ ରେ ପୋଲିସ ର ପେଟ୍ରୋଲିଙ୍ଗ ଓ ଯାଞ୍ଚ ପ୍ରକ୍ରିୟା କଡା କଡ଼ି ଭାବେ ହେଉଥିବା କାଶୀନଗର ଥାନା ଏ ଏସ ଆଇ ମନୋଜ କୁମାର ପାଢ଼ୀ ଓ ତାଙ୍କ ସହ କର୍ମଚାରୀ ମନେ ଆନ୍ଧ୍ର କୁ ଚାରା ଚାଲାଣ ହେଉଥିବା ଏକ କାଠ ବୋଝେଇ ଅଟୋକୁ ଧରି କାଶୀନଗର ବନ ଖଣ୍ଡ ବିଭାଗ କୁ ହସ୍ତାନ୍ତର କରିଛନ୍ତି. ସମୁଦାୟ ଜବତ କାଠ ୧୪ ସି ଏଫ ଟି ଆନୁମାନିକ ମୂଲ୍ୟ ପ୍ରାୟ ୩୦ ହଜାର ହେବ ବୋଲି ରେଞ୍ଜର ସୁଧିର କୁମାର ବେହେରା କହିଛନ୍ତି