ଡିଜିପିଙ୍କ ନାମରେ ଓଡ଼ିଆ ଆଇପିଏସଙ୍କ ଅଭିଯୋଗ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହଙ୍କ ନାମରେ ଜଣେ ଓଡ଼ିଆ ଆଇପିଏସ ଅଫିସର ଅଭିଯୋଗ ଆଣିଛନ୍ତି । ଗାନ୍ଧିନଗର ଥାନାରେ ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ ଡିଜିପି ଦିଲବାଗ ସିଂହଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ବସନ୍ତ ରଥ ଏବେ ଜାମ୍ମୁ କାଶ୍ମୀର ପୁଲିସ ହୋମଗାର୍ଡ ଆଇଜି ଅଛନ୍ତି । ଦିଲବାଗ ସିଂହ ତାଙ୍କ ଜୀବନ ଓ ପଦବୀ ପ୍ରତି ବିପଦ ସୃଷ୍ଟି କରୁଥିବା ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ ଅଭିଯୋଗ କରିଛନ୍ତି । ଯଦି ଭବିଷ୍ୟତରେ କିଛି ଅଘଟଣ ଘଟେ ତେବେ ସେନେଇ ଦିଲବାଗ ସିଂହ ଦାୟୀ ରହିବେ ରହିବେ ବୋଲି ଶ୍ରୀ ରଥ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଦିଲବାଗଙ୍କ ନାମରେ ବସନ୍ତ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଦିଲବାଗ ହାତେଇଥିବା ମୂଲ୍ୟମାନ ଜମି ନେଇ ବସନ୍ତ ମୁହଁ ଖୋଲିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ