ନା ବାଳିକାର ଅବାଞ୍ଛିତ ମାତୃତ୍ଵକୁ ନେଇ ଚର୍ଚ୍ଚା

ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନା ବାଳିକାର ଅବାଞ୍ଛିତ ମାତୃତ୍ଵ ଲାଭ କରିବା ପରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ସ୍ଥାନୀୟ ଜଣେ ଯୁବକ ଜଣେ ନାବାଳିକା ସହିତ ଅବୈଧ ସମ୍ପର୍କ ରଖିବା ପରେ ନା ବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଗତକାଲି ନା ବାଳିକା ଜଣକ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ନା ବାଳିକାର ଅଵସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଏକ ଶିଶୁ ଜନ୍ମ ଦେଇଛନ୍ତି। ଏନେଇ ପୁଲିସ ନିକଟରେ ଅଭିଯୋଗ ହୋଇନଥିବା ବେଳେ ମେଡିକାଲ ରିପୋର୍ଟ କୁ ଅପେକ୍ଷା କରଯାଇଛି ବୋଲି ଆଇ ଆଇ ସି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ