ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ଭବନ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ଭବନ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ବୋଡ଼େନ ବ୍ଲକ ଅଧ୍ୟକ୍ଷ ପ୍ରେମସୀଲା ନାଗ ଅଧ୍ୟକ୍ଷତା କରିଥିବା ବେଳେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ବରାନ୍ବିତ କରି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆହ୍ବାନ କରିଛନ୍ତି। ବିଡ଼ିଓ ସୁଶାନ୍ତ କୁମାର ରଣା ବୈଠକ ରେ ବେଳେ ଉପାଧ୍ୟକ୍ଷ ସଙ୍ଗୀତା ମାଝୀ ଜିଲ୍ଲା ପରିଷଦ ସଭ୍ୟ ସ୍ମୃତି ସିଂ ମାଝୀ, ସାଂସଦ ପ୍ରତିନିଧି ବିଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସରକାରୀ ଯୋଜନା ଉପରେ ଆଲୋଚନା କରି ସଫଳ ରୂପାୟନ ନେଇ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ