ପାତ୍ରପୁର ସୀମାନ୍ତ ସାମ୍ବାଦିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ସରକାରୀ ଡାକ ବଙ୍ଗଳା ଠାରେ ଆଜି ଅପରାହ୍ନ ସମୟରେ ସଂଘର ସଭାପତି ରାଜ ଗୋପାଳ ପାଢୀଙ୍କ ସଭାପତିତ୍ୱରେ ସୀମାନ୍ତ ସାମ୍ବାଦିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲ।ଇଂରେଜି ନବବର୍ଷ ଓ ୨୦୨୫ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହା ସହ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା ସମ୍ପାଦକ ମାଧବ ବାଡତ୍ୟା ପୁର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ଆଲୁ ଜୟ ପ୍ରକାଶ, କୋଷାଧ୍ୟକ୍ଷ ଉମା ଚରଣ କର, ରାଜେଶ ସେଠୀ,ବଦ୍ରି ନାରାୟଣ ରଣା, ଅଞ୍ଚଳେଶ୍ଵର ପଟ୍ଟନାୟକ ଓ ଗୌରାଙ୍ଗ ପ୍ରଧାନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ