ପୂର୍ବତନ ଥାନା ଆଇଆଇସିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ପୂର୍ବତନ ଥାନା ଆଇଆଇସି ଦେବଯାନୀ ନାଏକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ବିଷ୍ଣୁପ୍ରିୟା ବାଳାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମା ତାରିଣୀ ସେବାସଂସ୍ଥାର ସଭାପତି ନନ୍ଦୁଚରଣ ଯେନା, ଚକ୍ରଧର ସାଉ, ଶୁଶାନ୍ତ ମହାପାତ୍ର, ହାଟଡିହି ପଞ୍ଚାୟତ ର ସମିତି ସଭ୍ୟ କୈଳାସ ଚନ୍ଦ୍ର ରାଉତ, ନିରୁପମା ଜେନା, ଝରଣା ନାୟକ, ବିଶ୍ଵଜିତ ସାହା, ଅମିତି ସାମଲ, ବାସନ୍ତି ଦାଶ,ଗାୟତ୍ରି ରାଉତ,କର୍ମକର୍ତ୍ତା ମାନେ ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥଲେ। ଏହି ଅବସରରେ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ଅନ୍ନ ବ୍ୟଞ୍ଜନ ବଣ୍ଟନ କରାଯାଇ ଥିଲା। ସ୍ବର୍ଗତ ଦେବଯାନୀ ନାଏକ ନନ୍ଦିପଦା ଥାନାରେ କାର୍ଯ୍ୟରତ ଥିବାବେଳେ ତାଙ୍କ କାର୍ଯ୍ଯ ଦକ୍ଷତା ପାଇଁ ଏ ଅଞ୍ଚଳରେ ପ୍ରଶଂସିତ ହୋଇପାରିଥିଲେ। ପିତାମ୍ବର ଯେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ