ଫକୀରମୋହନ ମହାବିଦ୍ୟାଳୟ ତରଫରୁ ଦିବଂଗତ ଗୌରୀକୁମାର ରାଉତଙ୍କ ଉଦ୍ଦେଶ୍ୟରେ ଶୋକସଭା
ବାଲେଶ୍ୱର, (ସରୋଜ ପଣ୍ଡା):ପୁରାତନ ଛାତ୍ରସଂସଦ କାର୍ଯ୍ୟାଳୟରେ ସଂସଦର ସଭାପତିଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱରେ ବାଲେଶ୍ୱରର ବିଶିଷ୍ଟ ଜନନେତା ସ୍ୱର୍ଗତ ଗୌରୀକୁମାର ରାଉତଙ୍କ ଅସମୟସ୍ୱର୍ଗାରୋହଣରେ ଏକ ଶୋକସଭା ଅନୁଷ୍ଠିତହୋଇଥିଲା । ପ୍ରଥମେସ୍ୱର୍ଗତଗୌରୀକୁମାରରାଉତଙ୍କ ଆତ୍ମାରସଦଗତିଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନାକରାଯାଇଥିଲା ।ସଭାପତି ଓ ଉପସ୍ଥିତସଭ୍ୟଶ୍ରୀଯୁକ୍ତ ଅନିଲକୁମାର ପଟ୍ଟନାୟକ, ଶରତକୁମାରମିଶ୍ର, ରମାକାନ୍ତ ମହାନ୍ତି, ସତ୍ୟନାରାୟଣବାରିକ, ପିତାମ୍ବର ଦାସ, ସୁଧାଂଶୁଶେଖରଭୂୟାଁ, ଦୀପକକୁମାର ଦାସ, ରାମଚନ୍ଦ୍ରସେଠୀ, ମଧୁସୂଦନ ବେହେରା, ଅନସ୍ୱୟା ନାୟକ, ଲକ୍ଷ୍ମୀନାରାୟଣଘୋଷ, ରାମ ପ୍ରସାଦ ପ୍ରଧାନ, ଗୋପାଳଚନ୍ଦ୍ରଜେନା, ସୁରଜିତମହାପାତ୍ର, କଲ୍ୟାଣୀ ନନ୍ଦ, ପାର୍ଥସାରଥୀ ଆଶ୍, ଯଶୋଦା ନନ୍ଦନ ଆଶ୍ ପ୍ରମୁଖ ଦିବଂଗତ ଆତ୍ମାରସଦ୍ଗତିକାମନାକରିଶ୍ରଦ୍ଧାଞ୍ଜଳିଜ୍ଞାପନ କରିଥିଲେ ।