ବେଳାଭୂମି ମହୋତ୍ସବ ଅନୁଷ୍ଠିତ
ପୁରୀ/କଣାସ,(ପାହାନ୍ତା ସିଂହ ଅଜଳୀ ସାହୁ):ପୁରୀ ରେ ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ମାଟିର ସଂସ୍କୃତି, ପରମ୍ପରା ତଥା ଓଡିଆ ଅସ୍ମିତାକୁ ଅକ୍ଷୁର୍ଣ୍ଣ ରଖି, ବିଶେଷ କରି ପବିତ୍ର ପୁରୀ ମାଟିର ସ୍ୱାଭିମାନକୁ ବଞ୍ଚାଇ ରଖିବା ପାଇଁ ଆଜି ଆୟୋଜିତ ହେଉଥିବା ପୁରୀ ବେଳାଭୂମି ମହୋତ୍ସବର ଉଦଘାଟନୀ ସମାରୋହରେ
ମୁଖ୍ୟ ଅତିଥି ରୂପରେ ଓଡ଼ିଶା ସରକାର ଙ୍କ ଉପ ମୁଖ୍ୟମନ୍ତ୍ରୀ ମାନନୀୟା ପ୍ରଭାତି ପରିଡ଼ା, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ପୁରୀ ବିଧାୟକ, ବ୍ରହ୍ମଗିରି ବିଧାୟିକା, ଡେଲାଙ୍ଗ ପିପିଲି ବିଧାୟକ, ପୁରୀ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକାରୀ ଯୋଗଦାନ କରିଥିଲେ lପୁରୀ ବେଳାଭୂମି ମହୋତ୍ସବ ଆମ ପୁରୀ ଜିଲ୍ଲାର ଆସ୍ଥା ,ବିଶ୍ବାସ ଓ ପରମ୍ପରା ଆଉ ଏକ ପର୍ବ ଅଟେ ଯାହାକୁ ନେଇ ସମଗ୍ର ପୁରୀ ସମଗ୍ର ରାଜ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକରଣ କରିଛି ।।