ମହାପ୍ରଣାୟା ଗାଡି ସୁଭାରମ୍ଭ

ପାତ୍ରପୁର,(ପୁଷ୍ପାଞ୍ଜଳି ମିଶ୍ର):ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତ ଦେହ ବୋହିବା ପାଇଁ ମହା ପ୍ରଣାୟ ଗାଡ଼ି ଶୁଭାରମ୍ଭ ହୋଇଛି। ଚିକିଟି ବିଧାୟକ ମନରଞ୍ଜନ ଦ୍ୟାନ ସାମନ୍ତରା ଏହି ଗାଡି ସୁଭାରମ୍ଭ କରିଥିଲେ। ଏହି ଅବସର ରେ ଅଲଟ୍ରାସାଉଣ୍ଡ ମେସିନ ଡାକ୍ତରଖାନା ରେ ରହୁଥିବା ରୋଗୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ର ଶୁଭାରମ୍ଭ କରିଥିଲେ। ବିଧାୟକ ଏହି ସେବା ଆରମ୍ଭ ହେବ ପରେ ସାଧାରଣ ଲୋକମାନେ ଉପକୃତ ହୋଇ ପାରିବେ ବୋଲି ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ସମ୍ବିତ ବେଗରାୟ ଶିଶୁ ବିକାଶ ଅଧିକାରିଣୀ ସ୍ଵର୍ଣ୍ଣ ପ୍ରଭା ଦାସ ଓ ସମସ୍ତ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ। ପାତ୍ରପୁରର ଦୁଇଟି ମହିଳା ସ୍ବେଛାସେବୀ ଗ୍ରୁପକୁ ମୃତ ଦେହ ପରିବହନ ସହିତ ରୋଗୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ଦାଇତ୍ୱ ଦିଆ ଯାଇଥିବା ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ