ଅଜଣା କାର ଧକ୍କାରେ ବାଇକ ଚାଳକ ଗୁରୁତର : ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର (ମସିହା) ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବା ରାସ୍ତାରେ ଏକ ବାଇକକୁ ଏକ ଅଜଣା କାର ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଛି । ଘଟଣାଟି ରବିବାର ରାତି ୮ ଟା ପାଖାପାଖି ସମୟରେ ଘଟିଥିଲା । ଗୁରୁତର ଜଣଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲା । ପୋଲିସ ବାଇକ୍ କୁ ଜବତ କରି ଘଟଣାର ତଦନ୍ତ କରୁଛି ଯୁବକ ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମତଳିଆ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ