ଅଁଳା ନବମୀରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ପବିତ୍ର କାର୍ତ୍ତିକ ମାସ ଅବସରରେ ଚାଲିଥିବା ଧାରାବାହିକ ପ୍ରବଚନର ୫ମ ଦିନରେ ସ୍ଥାନୀୟ ଲାଞ୍ଜିପଲ୍ଲୀସ୍ଥିତ ବୃନ୍ଦାବନ ଶିଶୁ ଉଦ୍ୟାନ ପରିସରରେ ଶ୍ରୀ ରାଧାକାନ୍ତ ଦାସଜୀ ମହାରାଜା ମାନସର କେଉଟ ଚରିତ୍ର ସମ୍ପର୍କରେ ସରଳ ଭାବେ ବାଖ୍ୟା କରି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ମହିଳା ସଂଘ ଓ ଗୋଷାଣୀନୂଆଗାଁରେ ଦିବ୍ୟ ଜୀବନ ସଂଘର ସଦସ୍ୟ ତଥା ଆଖ ପାଖ ଅଞ୍ଚଳର ବହୁ ଭକ୍ତ ଯୋଗଦେଇ ରାମ କଥା ଶ୍ରବଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ