ଅଂଶୁଘାତରେ ବୃଦ୍ଧ ମୃତ ସନ୍ଦେହ

କୁକୁଡାଖଣ୍ଡି:ସଦରଥାନା ଅନ୍ତଗତ ନେତାଜୀନଗର ଏକ ବିଲ ମଧ୍ୟରୁ ଏକ ବୃଦ୍ଧ କଂ ମୃତଦେହ ଉଧାର କରିଛି ସଦରଥାନା ପୁଲିସ ।ମୃତଦେହ ନିକଟରୁ ୧୧ ତାରିଖର ଏକ ଟ୍ରେନ ଟିକେଟ ମଧ୍ୟ ମିଳିଛି ।ମ୍ୟତକ ଜଣକଂ ଚେନ୍ନାଇର ମ୍ୟାଇଲାପୁର ଅଞଳର ସୁବାଲୟା ଲାଲୟାଥାମ୍ବି(୮୨)। ମଧ୍ୟାହ୍ନ ସମୟରେ ଗ୍ରାମର କିଛି ପିଲା ଉକ୍ତବୃଦ୍ଧକୁଂ ଦୁବଘାସ ଆଣିବାକୁ ଯାଉଥିବା ଦେଖିବାକୁ ପାଇଥିବା ବେଳେ ବତ୍ତମାନ ପଯ୍ୟନ୍ତ ପରିଚୟ ମିଳିପାରି ନାହିଁ ,ଥାନା ରେ ୧୦/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୁଲିସ । ବୃଦ୍ଧ କଂ ପରିବାର ବଗ ସହ ଯୋଗାଯୋଗ କରି ପରିବାରକୁଂ ଜଣାଇଥିବା ସଦରଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ