ଅଂଶୁଘାତରେ ଶ୍ରମିକ ମୃତ୍ୟୁ ଅଭିଯୋଗ
ବରଗଡ ଜିଲ୍ଲା ରେଲୱେ ଷ୍ଟେସନ୍ ପଡାର ଶ୍ରମିକ ସୁବାସ ନାଗ (୪୨) ରଙ୍ଗ କାମ କରୁଥିବା ବେଳେ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ସ୍ଥାନୀୟ ଲୋକ ମାନେ ନିକଟସ୍ଥ ଏକ ଘରୋଇ ହସପିଟାଲରେ ଭର୍ତ୍ତୀ କରିଥିଲେ । ଚିକିସ୍ରା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ତରଫରୁ ମୃତ ବରଣ କରିଥିବା ଅଭିଯୋଗ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି ଶବବେବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରିଛି ।