ଅକାଳ ରେ ବଢୁଛି ବିହାରରେ ଶିଶୁ ମୃତ୍ୟୁ ସଂଖ୍ୟା

ବିହାରରେ ଆକ୍ୟୁଟ ଇନସେଫଲାଇଟିସ୍ ସିଣ୍ଡ୍ରୋମରେ ରୋଗରେ ଶିଶୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତମାନ ସୁଦ୍ଧା ୧୬୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇ ସାରିଲାଣି । ସୂଚନା ଅନୁସାରେ ଏହି ରୋଗରେ ପ୍ରାୟ ୫୦୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗରୁ ବର୍ତିବା ପାଇଁ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିହାରର ସମସ୍ତ ୧୭ ବିଜେପି ସାଂସଦଙ୍କ ଦ୍ୱାରା ନିଜ ନିଜ ନିର୍ବାଚନୀ କ୍ଷେତ୍ର ପାଇଁ ୨୫-୨୫ ଲକ୍ଷ ଦାନ କରିବା ପାଇଁ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ