ଅଗଷ୍ଟ ୧୭ ରେ ଭୂଟାନ ଯିବେ ପ୍ରଧାନମନ୍ତ୍ରୀ ମୋଦି

(ଯୁଗାବ୍ଦ ନ୍ୟୁଜ୍)-ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଗଷ୍ଟ ୧୭ ତାରିଖରେ ଦୁଇଦିନିଆ ଭୂଟାନ ଗ୍ରସ୍ତରେ ଯିବେ । ଗତ କିଛି ବର୍ଷ ହେଲା ଭାରତ ଓ ଭୂଟାନ ମଧ୍ୟରେ ସୁସଂପର୍କ ଗଢିଉଠିଛି । ଭାରତର ପଡୋସୀ ରଷ୍ଟ୍ରଭାବେ ସହଯୋଗ କରିଆସିଛି । ମୋଦୀଙ୍କ ଗ୍ରସ୍ତ ଫଳରେ ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ନିବିଡ ହେବ । ସୂଚନାଥାଉକି ମୋଦୀ ପ୍ରଥମ ପାଳିରେ ପ୍ରାଧାନମନ୍ତ୍ରୀ ହେବାପରେ ପ୍ରଥମ ବିଦେଶ ଗ୍ରସ୍ତ କରିଥିଲେ ଭୂଟାନ । ଏହି ଗ୍ରସ୍ତ କାଳରେ ସେ ଭୂଟାନ ର ଉଚ୍ଚ ଅଧିକାରୀ ମାନଙ୍କ ସହ ଆଲୋଚନା କାରିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ