ଅଗ୍ନିକାଣ୍ଡ ରେ ବିପନ୍ନ ପରିବାର କୁ ସାହାଯ୍ୟ ପ୍ରଦାନ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଧୁମାଳ ପଞ୍ଚାୟତର ନରସିଂହପୁର ଗ୍ରାମ ର ଦେବରାଜ ପାଢିଙ୍କ ଘରେ ଆଠ ଦିନ ହେଲା ହଠାତ ବାରମ୍ବାର ନିଆଁ ଲାଗି ଦୁଇ ବଖରା ଘର ଓ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଉକ୍ତ ପରିବାର ପକ୍ଷରୁ ପୋଲିସ ରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏହି ବିପନ୍ନ ପରିବାର କୁ ରିମେଡିଆଲ ଚାରିଟେବୁଲ ଟ୍ରଷ୍ଟ ମାସକର ରାସନ୍ ସାମଗ୍ରୀ ଦେଇ ସାହାଯ୍ୟ ର ହାତ ବଢ଼ାଇଛନ୍ତି । ଅନୁଷ୍ଠାନ ର ଏହି ମହତ କାର୍ଯ୍ୟ କୁ ସବୁ ମହଲ ରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ