ଅଗ୍ନି ବିପନ୍ନଙ୍କୁ ଖାଦ୍ୟ ବଣ୍ଟନ

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ତହସିଲ ଅଧିନସ୍ଥ ଡଅଁର ପଞ୍ଚାୟତର ଚଷାଖଣ୍ଡ ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ବଖରା ଘର ସମ୍ପୁର୍ଣ୍ଣ ଜଳିଯାଇଥିବାବେଳେ ବିପନ୍ନ ପରିବାରକୁ ଆଜି ‘ସର୍ଭ ଫର ପିପୁଲ’ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ସର୍ଭଫର ପିପୁଲର ସଦସ୍ୟ ରଜତ ମହାକୁଡ ଓ ପିଣ୍ଟୁ ବାରିକ ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ବିପନ୍ନଙ୍କୁ ଚାଉଳ, ଡାଲି, ଆଳୁ, ପନିପରିବା ଓ ତେଲ ମସଲା ଆଦି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ