ଅଙ୍ଗନବାଡି କର୍ମିଙ୍କ ଆନ୍ଦୋଳନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମି ମାନେ ଗତମାସ ୨୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ୮ଦଫାଦାବୀରେ ଆନ୍ଦୋଳନ କରିଛନ୍ତି ।ଦାବୀ ଗୁଡିକ ହେଲା ।ଙ୍ଗନବାଡୀ କର୍ମି ଓ ସାହାଯ୍ୟ କାରିଣୀଙ୍କୁ ସରକାରି ମାନ୍ୟତା , କର୍ମି ମାନଙ୍କୁ ୧୮ହଜାର ଦରମା ଓ ସାହାଯ୍ୟ କାରିଣୀଙ୍କୁ ୯ହଜାର ଦରମା,ମିନି ଅଙ୍ଗନବାଡି କର୍ମିଙ୍କୁ ଅଙ୍ଗନବାଡି କର୍ମି କରିବା ଏହିଭଲି ଅନେକ ଦାବି ରହିଛି । ସଗର ସଭାପତି ନିଲିମା ସିଦେଓ,ସମ୍ପାଦକ ପ୍ରଭାତି ପ୍ରଧାନଙ୍କ ସମେତ ଅନ୍ୟ କର୍ମିମାନେ ଏଥିରେ ସାମିଲ ଅଛନ୍ତି ।ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଘ ତରଫରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ