ଅଙ୍ଗନବାଡି ଗୃହରୁ ୯ ଫୁଟର ଅଜଗର ଉଦ୍ଧାର

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ରୁ ୯ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି । ଏହି ସର୍ପ କୁ ଦେଖିବା ପାଇଁ ଅଙ୍ଗନବାଡି ପରିସର ଲୋକାରଣ୍ୟ ହୋଇଥିଲା । ଏହା ପରେ ସ୍ଥାନୀୟ ଲୋକେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥô୍ବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ