ଅଜଗର ସାପ ଉଦ୍ଧାର

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ସୋସୋ ସାରଙ୍ଗଧର ରାଇସମିଲ ଭିତରୁ ଏକ ୬ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ମିଲର କର୍ମଚାରୀ ମାନେ ଆଜି ସକାଳେ ସାପଟିକୁ ଦେଖିବାପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ହଦଗଡ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଶୁକ୍ରା ନାୟକ, ରାଜୁ ଖଣ୍ଡେଇ, ପରମା ମୁଣ୍ଡା ପ୍ରମୁଖ ରାଇସମିଲରେ ପହଞ୍ଚି ସାପକୁ ଉଦ୍ଧାର କରି ହଦଗଡ ଜଂଗଲକୁ ନେଇ ଛାଡିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ