ଅଜଣା କାର ଧକ୍କାରେ ଯୁବକ ଗୁରୁତର

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଶେରଗଡ-ଉଦଳା ରାସ୍ତା ଗୋହିରା ନିକଟରେ ଏକ ଅଜଣା କାର ଦ୍ରୁତଗତିରେ ଆସି ଯୁବକଙ୍କ ଗୋଡ ଉପରେ ଚଢିଯିବାରୁ ଯୁବକ ଗୁରୁତର ଆହାତ ହୋଇଛନ୍ତି । ସ୍ଥାନୀୟ ଲୋକେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହାତ ହୋଇଥିବା ଯୁବକଙ୍କ ପରିଚୟ ଶ୍ୟାମସୁୁନ୍ଦର ଗ୍ରାମର ବସନ୍ତ ହାସଦାଙ୍କ ପ୍ରୁଅ ବୋଲି ଜଣାପଡିଛି । ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳ ଗିରି ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ