ଅଜଣା ଗାଡ଼ି ଧକ୍କାରେ ଅଚିହ୍ନା ଯୁବକ ମୃତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଟାଟା କମ୍ପାନୀ ଗେଟ୍ ଆଗରେ ଆଜି ଭୋର ସମୟରେ ଏକ ଅଚିହ୍ନା ଯୁବକ ଗୁରୁତର ଅବସ୍ଥାରେ ଚମାଖଣ୍ଡି ଥାନା ପୁଲିସ ପେଟ୍ରାଲି କରୁଥିବା ସମୟରେ ଉଦ୍ଧାର କରିଛି | ପରେ ତାକୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ନିମନ୍ତେ ପଠାଯାଇଥିଲା ସେଠାରେ ତାର ମୃତ ହୋଇଯାଇଛି। ତାକୁ କେଉଁ ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି | ମୃତ୍ୟୁ ଯୁବକର ପରିଚୟ ମଧ୍ୟ୍ୟ ଜଣା ପଡ଼ିନାହିଁ ଏନେଇ ଥାନାରେ ୧୦୬/୨୧ ରୁଜୁ ହୋଇଥିବା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ