ଅଜଣା ଗାଡି ଧକ୍କାରେ ୧ ମୃତ ୧ ଗୁରୁତର
କୋଣାର୍କ (ଯୁଗାବ୍ଦ ନ୍ୟୁଜ ) : କୋଣାର୍କ ଚାରିଛକ ବିଶିମାତ୍ରୀ ଛକରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛି । ଆହତ ଜଣଙ୍କୁ କଟକ ମେଡିକାଲରେ ଭର୍ତ୍ତକରାଯାଇଛି । ମୃତ ବାଇକ ଆରୋହୀଙ୍କ ଜଣକ ପରିଚୟ ରଂଜିତ ପୋଲାଇ ,ଆହାତ ଜଣକ +୩ ବିଞ୍ଚାନ ବିଭାଗର ଛାତ୍ର ଆକାଶ ରାଉତ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


