ଅଜଣା ଗାଡି ଧକ୍କା ରେ ଯୁବକ ମୃତ୍ୟୁ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଥାନା ଅନ୍ତର୍ଗତ ଗ୍ରୀଡ଼ ଛକ ଠାରେ ଅଜଣା ଗାଡି ଧକ୍କା ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି, ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ରେ ଗ୍ରୀଡ଼ ଛକ ନିକଟ ଜାତୀୟ ରାଜପଥ ରେ ଏକ ଅଜଣା ଗାଡି ଜୈନକ ଯୁବକ ଧକ୍କା ଚମ୍ପଟ ମାରିଛି, ଯାହାଫଳ ରେ ଉକ୍ତ ଯୁବକ ମୁଣ୍ଡ ସହ ଦେହ ପୀଚ ପିଛା ହୋଇଯାଇଛି, ଯୁବକ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି, ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଂଚି ଘଟଣା ତଦନ୍ତ ଆରମ୍ଭ କରିଛି, ତେବେ ଯୁବକ ସଠିକ ଗାଁ କିମ୍ବା ଜଣାପଡିନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ