ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଶନିବାର ସନ୍ଧ୍ୟାରେ କଣ୍ଟେଇପଲ୍ଲୀ ଛକରୁ ଗାଙ୍ଗପୁର ପୋଲିସ୍ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି I ମୃତ ବ୍ୟକ୍ତି ଜଣଙ୍କର କୌଣସି ଠିକଣା ମିଳିନଥିବା ବେଳେ ବ୍ୟକ୍ତିଙ୍କ ଜଣଙ୍କ ଜାଣେ ମାନସିକ ବିକୃତ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ I ଏନେଇ ଗାଙ୍ଗପୁର ଥାନରେ କେଶ୍ ନମ୍ବର ୦୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ