ଅଟୋକୁ ଧକ୍କା ଦେଲା ବାଇକ : ୧ ମୃତ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଠାରେ ଅଟୋ ନଂ (ଓଡି –ଓ୪ଡି-୭୨୯୩) ସହ ଜଣେ ବାଇକ ଚାଳକ ଧକ୍କା ଦେବା ଫଳରେ ଜଣେ ବାଇକ ଚାଳକଙ୍କ ମୃତ ଘଟିଛି । ମୃତକଙ୍କ ପରିଚୟ କୋଦଳା ଥାନା ଅନ୍ତର୍ଗତ ବରିଡା ଗ୍ରାମର ଆଦିକନ୍ଧ ବାଡତ୍ୟା ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଚିକିସ୍ରାଳୟକୁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ