ଅଟୋରିକ୍ସା ସହ ୧୯୮କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଅବକାରୀ କମିଶନର ଶ୍ରୀଯୁକ୍ତ ଆଶିଷ କୁମାର ସିଂ ଙ୍କ ନିର୍ଦେଶ ଓ ଅବକାରୀ ଅଧ୍ୟାପକ ଶ୍ରୀ ପ୍ରଣତି କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ବିଷ୍ଣୁ ଅବକାରୀ ମୋବାଇଲଟିମ , Smt Nabasmita nayak, inspecter of excise Dist. Mobile unit, ଗଜପତିଙ୍କ ନେତୃତ୍ୱରେ ଅବକାରୀଟିମ ବିଶ୍ୱସ୍ତ ସ୍ୱତରୁ ଖବର ପାଇଥିବା ଖବରକୁ ସଫଳ କରିବା ପାଇଁ ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ କରି ରାୟଗଡା ଥାନା ଅନ୍ତର୍ଗୀତ ଅଡାସିଂ ଛକ ନିକଟରେ ପେଟ୍ରୋଲିଙ୍ଗ ଓ ଗାଡି ତନଖି କରୁଥିବା ସମୟରେ ଗୋଟିଏ ଅଟୋରିକ୍ସାର ଗତିବିଧିକୁ ସନ୍ଦେହ କରି ଅଡାସିଂ ଛକରେ ଅଟକାଇ ତଲାସୀ କରିବାରୁ ଉକ୍ତ ଅଟୋରିକ୍ସା Regn.No – 0D-07-00-2018 ମଧ୍ୟରୁ ଛଅ ଗୋଟି ବସ୍ଥାରେ ମୋଟ ୧୯୮ କେଜି ଗଂଜେଇ ଜବତ କରିବା ସହ ଅଟୋର ଡ୍ରାଇଭର( ଆସାମୀ ) ଅଡବା ଥାନା ଅନ୍ତର୍ଗୀତ ରାଇଜୁକା ଗ୍ରାମର ସୁ୍ରେଶ ବୀର ବୟସ ୨୯ ଅବକାରୀ କେଶ ନଂ -୬୯୨୦୨୨-୨୩, ୧୧ ରିଖରେ (ଜିସୁ ମୋବଇଲ ) ରେ ଗିରଫ କରି କୋଟ ଚାଲାଣ କରାଯାଇଅଛି l ଜବତ ହୋଇଥିବା ଗଂଜେଇ ଓ ଅଟୋ ରିକ୍ସାର ଆନୁମାନିକ ମୂଲ୍ୟ ୨୨ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବିଶ୍ଵଙ୍ଗ ପକ୍ଷରୁ ସୂଚନା ମିଳିଛି.ଏହି ଲୋଭରେ ଅବକାରୀ ମୋବଇଲ ଟିମ ର କର୍ମଚାରୀ ଶ୍ରୀ କିଶୋର ଚନ୍ଦ୍ର ରଥ ଶ୍ରୀ ମୁଜିଶବ, ଶ୍ରୀ ସୁ୍ରେଶ ଚନ୍ଦ୍ର ମିଶ୍ର , ଶ୍ରୀ ଅଗ୍ରିଫା ଗମାଙ୍ଖ, ଶ୍ରୀ ଶୀନାଥ ଶବର ,ଶ୍ରୀମତୀ ଲୋପାରାଣୀ ଦେବୀ , ଶ୍ରୀ ପ୍ରକାଶ ସଡ଼ଙ୍ଗୀ ଏହି ଚଢ଼ାଭରେ ଅଂଶ ଗ୍ରହଣ କରିଥିଲେ.


