ଅଟୋ ଚାଳକ ସଂଘର ବାର୍ଷିକ ଅଧିବେଶନ

ଭବାନୀପାଟଣା , (ଯୁଗାବ୍ଦ ନ୍ୟୁଜ) : ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ମା ମ।ଣିକେଶ୍ୱରୀ ଅଟୋ ଚାଳକ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସଡକ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯିବା ସହ ଏଥିରେ ୧୬ଟି ଅଟୋ ଷ୍ଟାଣ୍ଡର ଦଳପତି ଚୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ