ଅଡ଼ବା ପୋଲିସି ଦ୍ୱାରା ୧୧ ବାଇକ ଜବତ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାରେ ସବୁ ସୀମା କୁ ବନ୍ଦ କରିଥିବା ବେଳେ ଦୋକାନ ବଜାର ସକାଳ ୬ଟାରୁ୧୦ଓ ସନ୍ଧ୍ୟା ୫ ଟାରୁ ୭ ଖୁଲା ଯାଉଛି ଏଥି ମଧିରେ କୌଣସି ବ୍ୟକ୍ତି ଏହାର ନିୟମ କୁ ଭାଙ୍ଗି ପଦାକୁ ଆସେ ତେବେ ତା ନାରେ ଆଇନି ଅନୁଯାଇ କାର୍ଯ୍ୟ ଗ୍ରହଣ କରାଯିବ ସହ ତାକୁ ଦୂରତା ରଖିବା ସହ ଗୋଟିଏ ଘରେ ଛଡା ଯିବ ପରିବା ଦୋକାନ, ରାସନ ଦୋକାନ,ଔଷଧ ଦୋକାନ ମନେ ଦୂରତା ରଖିବା ପାଇଁ ଗୋଲ ଟାଣିବା ଦେଖିବାକୁ ମେଳିଛି ସେ ପରି ନଳାଘାଟ ଓ ପାଣିଗଣ୍ଡା ବ୍ଲକ ରେ ପୋଲିସି ମୃତୟନ କରିବା ସହ ଗାଡି ଘୁଡା ଯାଞ୍ଚ କରା ଯାଉଛି କୌଣସି ବ୍ୟକ୍ତି ବିନା କାରଣରେ ବାହାରେ ବୁଲିବା,ମାକ୍ସ ନ ପିନ୍ଧିଲେ ତାକୁ ମଧ୍ୟ୍ୟ ଜରିମାନା ସହ ତାକୁ ଦୂରତା ଘରେ ରଖାଯିବ ବୋଲି ଥାନା ଦାୟିତ୍ୱରେ ଥିବା ଅଧିକାରୀ ଆଲକରଞ୍ଜନ ଜଗଦଲା କହିଛନ୍ତି