ଗଜପତି ଅଦିନିଆ ବର୍ଷା ପବନ କୁଆ ପଥର ମାଡ଼ 07/04/2020 YWPSENU3 0 Comments ଅଦିନିଆ ବର୍ଷା ପବନ କୁଆ ପଥର ମାଡ଼ ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ସ୍ଥାନୀୟ ମୋହନାରେ ପବନ ବହୁ ଜରେହାଇଥିଲା କିଛି ଜାଗାରେ ଗଛ ଭାଙ୍ଗିବା ସହ ଲୋକଙ୍କ ଟିଣ ଉଡିଯାଇଥିଲା କିଛି ଜାଗାରେ ସାମାନ୍ୟ ବର୍ଷା ହଇଥିବା ବେଳେ ମୋହନା ରେ ପ୍ରବଳ ମାତ୍ରାରେ କୁଆ ପଥରମାଡ କୁ ବର୍ଷା ହଇଥିବା ଦେଖିବାକୁ ମିଳିଛି Spread the love