ଅଧକ୍ଷ ପଦ ଛାଡିଲେ ଭକ୍ତ ଚରଣ ଦାସ

(ଯୁଗାବ୍ଦ ନ୍ୟୁଜ): ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ର ଫଳା ଫଳ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ନିର୍ବାଚନରେ ଦଳର ବିପର୍ଯ୍ୟୟ ହେବାର ୁ ସେ ନୈତିକତା ଦୃଷ୍ଟିରୁ ସେ ଶୁକ୍ରବାର ଦିନ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଭକ୍ତ ଚରଣ ଦାସ । ନିରଞ୍ଚନ ପଟ୍ଟନାୟକ ମଧ୍ୟ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ