ଅନନ୍ତ ଦୀପ୍ତି ଶିଖା ସଂଗଠନ ତରଫରୁ ଖାଦ୍ୟ ଓ ସ୍ଵଚ୍ଛତା ସାମଗ୍ରୀ ବଣ୍ଟନ

ରାଇକିଆ, (ପ୍ରଦୀପ ବେହେରା) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଗମଣ୍ଡି ଗ୍ରାମ ରେ ସୋମବାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅନନ୍ତ ଦୀପ୍ତି ଶିଖା ସଂଗଠନ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ଏବଂ ହାଇଯେନିକ କିଟ୍ ବଣ୍ଟନ କରଯାଇଛି । ଗ୍ରାମର ୨୦୦ ପରିବାର ଙ୍କୁ ଟ୍ରଷ୍ଟ ସଦସ୍ୟ ବିନୋଇ କୀର୍ତ୍ତି, ସଭାପତି ସୁରେଖା ଦିଗାଲ ଙ୍କ ତତ୍ୱ।ବଧନରେ ବଣ୍ଟନ କରଯାଇଥିଲା । କୋଭିଡ ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସହାୟତା କରାଯିବା ସହ ସ୍ଥାନୀୟ ଜନ ସାଧାରଣଙ୍କୁ ଏ ସଂପର୍କିତ ସଚେତନତା ମଧ୍ୟ କରଯାଇଥିଲା । କାର୍ଯ୍ୟକ୍ରମ ରେ ଅତିଥି ଭାବେ ସରପଞ୍ଚ ପଞ୍ଚୁ ପ୍ରଧାନ ଯୋଗ ଦେଇ ବିତରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ