ଅନୁଗୋଳ ଜିଲ୍ଲାରେ ଅବକାରୀ ବିଭାଗର ଚଢାଉ ୨ ଗିରଫ

ଅନୁଗୋଳ ଜିଲ୍ଲା ଆଠମଲ୍ଲୀକ ଥାନା ଅଧିନ ତେଣ୍ଠେଇପାଲ୍ଲି ଗ୍ରାମ ମୁଣ୍ଡା ସାହିରେ ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହା ସହ ଧର୍ମ କାନ୍ଧିଆ ଏବଂ କାଳିନ୍ଧି ମୁଣ୍ଡା କୁ ପୋଲିସ ଗିରଫ କରିଛି ।ଅବକାରୀ ନିରିକ୍ଷକ ସ୍ନେହଲତା ନାୟକ , ଉପନିରିକ୍ଷକ ପ୍ରଫୁଲକୁମାରୀ ପତି , ସହକାରୀ ଉପ ନିରିକ୍ଷକ ରମାକାନ୍ତ ଚାନ୍ଦ ,ଅରୁଣ କୁମାର ଚାଉଳିଆ , ଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ଚଢାଉରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ