ଅନୁଗୋଳ ଯେଏସ୍ ପି ଏଲର ନୂତନ ଭାବେ ଡି ଆର୍ ଆଇ ପ୍ଳାଣ୍ଟ

ଅନୁଗୋଳ, :ଅନୁଗୋଳ ଜିଲା ଜେ ଏସ୍ ପି ଏଲ(ଷ୍ଟୀଲ) କମ୍ପାନୀ ନିଜର ୧.୮ ଏମ୍ ପି ଟି ଏ (ଡି ଆର୍ ଆଇ) ପ୍ଳାଣ୍ଟ ପୁନଃ କାର୍ଯ୍ୟକ୍ଷମ କରିବାକୁ ଯାଉଛି । ଉକ୍ତ ଡି ଆର୍ ଆଇ ପ୍ଳାଣ୍ଟ ରୁଟରେ କମ୍ପାନୀ ପୁନଃ କାର୍ଯ୍ୟକ୍ଷମ ହେବା ଦ୍ଵାରା ଭଲ ଉତ୍ପାଦନ କରି ଷ୍ଟୀଲ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ଆକଳନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ