ଅନୁଷ୍ଠିତ ହୋଇଯାଇଛି ଫ୍ୟାସନ ପ୍ରତିଯୋଗୀତା
(ଯୁଗାବ୍ଦ ନ୍ୟୁଜ) ଓଡିଶା ର ଅଗ୍ରଣୀ ସଂସ୍ଥା ସ୍ପର୍ଶ ନେଟୱାର୍କ ପକ୍ଷରୁ ଗ୍ଲାମ ଫେସନ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ ମଡଲର ମାନେ ନାମିଦାମି କମ୍ପାନୀ ର ପୋଷାକ ପିନ୍ଧି ନିଜର କମ୍ପାନୀ ମାନଙ୍କର ପ୍ରୋମସନ କରିଥିଲେ । ଏହି କାର୍ଯ୍ୟକ୍ରମ ଶନିବାର ରୋଟାରୀ ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ୪୦ ଜଣ ମଡଲର ଭିନ୍ନଭନ୍ନ ଢଙ୍ଗରେ ନିଜର କଳା ପ୍ରଦର୍ଶନ କରିଥିଲେ ।