ଅନ୍ତଃରାଜ୍ୟ ଡକାୟତି ଦଳ ସହ ୭ ଗିରଫ

ଜୟପୁର.(ଓ୍ବାଇଏନ୍ଏସ୍):ଜୟପୁର ସଦର ଥାନା ଅନ୍ତର୍ଗତ ଜାତୀୟ ରଜପଥ ୩୨୬ର ବାମୁଣି ଗାଁ ନିକଟରେ ଡକାୟିତ ଉଦ୍ୟମ  ପୋଲିସ ପଣ୍ଡ କରିଛି । ଅନ୍ତଋ ରାଜ୍ୟ ଡକାୟତି ଦଳ ସହ ସ୍ଥାନୀୟ ଅଞ୍ଚଳର ରୁ ଏହି ମାମଲରେ ୭ ଜଣ କୁ ଗିରଫ କରିଛି । ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସ୍କର୍ପିଓ ଗାଡିରେ ୭ ଜଣ ଯୁବକ ଏକାଠି ହୋଇଥିବା ଦେଖି ପୋଲିସ ସନ୍ଦେହ କରି ଚଢାଉ କରିଥିଲା । ଏମାନଙ୍କ ଠାରୁ ପୋଲିସ ସ୍କର୍ପିଓ ଗାଡି, ୪୮ ହଜାର ଟଙ୍କା. ଟାଙ୍ଗିଆ, ଖଣ୍ଡା, ଷ୍ଟିଲ ପାଇପ ଭଳି ମାରଣାସ୍ତ୍ର ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମାଲକାନଗିରି ଜିଲାର ସୁଜିତ ମଣ୍ଡଳ, ଚନ୍ଦ୍ର ମୋହନ ରୁନାଜ ,ଧୋବା ବାଘ, ପ୍ରଶାନ୍ତ ସାନ, ପଶ୍ଚିମବଙ୍ଗର ହରି ପଡା ରାୟ, ଛତିଶଗଡ ସୁକମାର ଏସ.କେ ଅବଦୁଲ ବାସିର, ବଜରଙ୍ଗ ନେତାମ । ଗିରଫ ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ