ଅବକାରୀ ଓ ପୋଲିସର ଚଢ଼ାଉରେ ୪ ହଜାର ଲିଟର ମହୁଲ ପୋଚ ନଷ୍ଟ

କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚୟତ ନଲାଚୁଆ ଗାଁ ପାଖରେ ଥିବା ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣରେ ମହୁଳ ପୋଚ ଜବତ କରିଛି ଅବକାରୀ ଓ ପୋଲିସ ବିଭାଗ କୌଣସି ସୂତ୍ରରୁ ଖବର କଳାହାଣ୍ଡି ଅବକାରୀ ଅଧିକାରୀ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଉମାଶଙ୍କର ପ୍ରଧାନ ଓ ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ମୋବାଇଲ ଟିମର ଅତର୍କିତ ଚଢ଼ାଉ କରିଥିଲେ ପ୍ରାୟ ୪ ହାଜର ଲିଟର ମହୁଳ ପୋଚ ଜବତ କରିବା ସହ ନଷ୍ଟ କରାଯାଇଛି ତେବେ ମଦ ମାଫିଆ ମାନେ ଚମ୍ପଟ ମାରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ