ଅବକାରୀ ଚଢ଼ାଉରେ ୬୮ଲିଟର ଦେଶୀମଦ ଜବତ ୪ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ଅବକାରୀ ନିରୀକ୍ଷକ ସଞ୍ଜୟ କୁମାର କାଣ୍ଡିଙ୍କ ନେତୃତ୍ୱରେ ଅବକାରୀ ମୋବାଇଲ ଇନିସ୍ପେକ୍ଟର ଶ୍ରୀଧର ମହାନ୍ତି,କରଞ୍ଜିଆ ଅବକାରୀ ଓ.ଆଇ.ସି ରଶ୍ମିରଂଜନ ନାଏକ, ଏଏସଆଇ ଫୁଲମଣୀ ନାଏକ, ପୀଥନାଥ ମୁର୍ମୁ,ଅଂଶୁମାନ ପରିଡା, ଆଲୋକ ସୁତାରଙ୍କ ସହଯୋଗ ରେ କରଞ୍ଜିଆ ଆଖ ପାଖ ଅଞ୍ଚଳରେ ଚଢ଼ାଉ କରି ମୋଟ ୬୮ ଲିଟର ଦେଶୀ ମଦ ଜବତ କରିବା ସହିତ ଦରି ଗ୍ରାମର ଶାନ୍ତିଲତା ମହାକୁଡ଼, କରଞ୍ଜିଆ ରାଜାବନ୍ଦ ସାହିର ତ୍ରିଲୋଚନ ପାତ୍ର,ଗିଧିବାସର ଦିଲ୍ଲୀପ କାଳନ୍ଦୀ, ଗିଧିବାସର ଜ୍ୟୋସ୍ନାରାଣୀ ହେମ୍ବ୍ରମଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ