ଅବକାରୀ ଟିମ ଚଢାଉ କରି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଛି

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଦେଶୀ ମଦ ସହିତ ଜଣ ଗିରଫ ହୋଇ ଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଅବକାରୀ ଓ ଟାଙ୍ଗୀ ଅବକାରୀ ଏବଂ ବାଲୁଗାଁ ଅବକାରୀ ଟିମ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରି ରହିଥିବ ବାଣପୁର ଥାନା ଆଞ୍ଚଳ ର ରତନପୁର ଗ୍ରାମର ଅଭିଯୁକ୍ତ ଜିତେନ୍ଦ୍ର ବେହେରା (୨୩) ଗିରଫ ହୋଇଛନ୍ତି। ତାଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ଜବତ ହୋଇଛି। ଅଭିଯୁକ୍ତଙ୍କ ଠାରୁ ବାଇକ, ଟଙ୍କା ଓ ମୋବାଇଲ ମଧ୍ୟ ଜବତ ହୋଇଛି। ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ