ଅବକାରୀ ପୁଲିସ ଚଢାଉରେ ୩ ହଜାର ୯୦ ଲିଟର ପଚ ନଷ୍ଟ, ୫୧ ଲିଟର ଦେଶୀ ମଦ ଜବତ, ୫ ଗିରଫ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ପ୍ରଦିପ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବୁଧବାର ଦିନ ରା.ଉଦୟଗିରି ଅବକାରୀ ବିଭାଗ ମୋହନା ପୁଲିସ, ଅଡବା ପୁଲିସ ମିଳିତରେ ମୋହନା ଥାନାର ବିଭିନ୍ନ ଜାଗାରେ ଚୋରା କାରବାରରେ ରନ୍ଧା ଯାଉଥିବା ମଦ ଆଡା ଉପରେ ଚଢାଉ କରାଯାଇଥିଲା । ସେହି ପରି ଅଡବା ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨ଟି ଥାନା ଅଂଚଳରୁ ୩ ହଜାର ୯୦ ଲିଟଇ ମହୁଲ ପୁଚ ନଷ୍ଟ କରିବା ସହ ୧୮୯ ଦେଶୀ ମଦ ଜବତ, ୫୧ ଲିଟର ଖଜୁରୀତାଡି ସମେତ ୫ ଗିରଫ ବହୁ ରନ୍ଧା ସାମଗ୍ରୀ ଭଙ୍ଗାଭଙ୍ଗା କରିବା ସହ ଜବତ କରାଯାଇଥିବା ରା.ଉଦୟଗିରି ଅବକାରୀ ବିଭାଗ ଦ୍ୱାରା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ