ଅବକାରୀ ବିଭାଗ ତରଫରୁ ଚଢ଼ାଉ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ତିରିଂ ଥାନା ଅନ୍ତର୍ଗତ ଧନିଛା ସାହି ଏବଂ ବାଗେଡିହି ଗ୍ରାମ୍ୟ ଜଙ୍ଗଲ ନାଳ ପାଖରେ ଚଢ଼ାଉ କରାଯାଇ ୩୨୦୦ ଦେଶୀମଦ ସାମଗ୍ରୀ ନଷ୍ଟ କରାଯାଇଛି ।ସେହିଭଳି ଜାମଦା ଥାନା ଅନ୍ତର୍ଗତ ଚାନ୍ଦିଖମାଣ ଗ୍ରାମ୍ୟ ଜଙ୍ଗଲ ଭିତରେ ଚଢ଼ାଉ କରାଯାଇ ୯୯୦ କେଜି ମହୁଲ ପୋତି ନଷ୍ଟ କରାଯାଇଛି । ତା ସହ ରୋଷେଇ ସାମଗ୍ରୀ ସବ୍ ଜବତ କରାଯାଇଛି । ଏଥିରେ ରାଇରଙ୍ଗପୁର ଅବକାରୀ ବିଭାଗ କର୍ମଚାରୀ,ବହଳଦା ଅବକାରୀ ବିଭାଗ ଏବଂ କରଂଜିଆ ଅବକାରୀ ବିଭାଗ ଓଆଇସି ଏବଂ କର୍ମଚାରୀ ମିଳିତ ଚଢ଼ାଉ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ