ଅବସର କାଳୀନ ଅଭ୍ୟର୍ଥନା ସଭା
ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ ମାଣ ତ୍ରୀ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ତେନ୍ତୁଳି ଗାଁ ନୋଡାଲ ଉପ୍ରା ବିଦ୍ୟାଳୟ ରୁ ସେବା ନିବୃତ ଦିନ କୃଷ୍ଣ ନାୟକ ଙ୍କ ଅବସର କାଳୀନ ଅଭ୍ୟର୍ଥନା ସଭା ନିକଟସ୍ଥ ମାଳିହାତି ଊ ପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଦୀନକୃଷ୍ଣ ଙ୍କର ସ୍ମୃତି ଚାରଣ କରିଥିଲେ । ଏଥିରେ ସି ଆର୍ ସି ସି ପ୍ରଦୀପ ପାତ୍ର ମଞ୍ଚ ପରିଚାଳନା କରି ଥିବା।ବେଳେ ବରିଷ୍ଠ ଶିକ୍ଷକ ବିରେନ୍ଦ୍ର ପ୍ରଧାନ ଏନ୍ ପି ଏସ ସଂଘର ସଭାପତି ସମ୍ପାଦକ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।